ନିର୍ବାଚନ ପୂର୍ବରୁ ହିଂସା : ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରି ଜାଳିଦେଲେ ନକ୍ସଲ

ମାଲକାନଗିରି: ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲାରେ ନକ୍ସଲ ହିଂସା ଦେଖିବାକୁ ମିଳିଛି। ଏଭଳି ଘଟଣା ଘଟିଛି ମାଥିଲି ବ୍ଲକର ମହୁପଦର ପଞ୍ଚାୟତର କେରମିଟି ଗ୍ରାମରେ। ଗତ ଗୁରୁବାର ଦିନ ସଶସ୍ତ୍ର ନକ୍ସଲ କେରମିଟି ଗ୍ରାମରେ ପହଞ୍ଚି ଗ୍ରାମର ଆନନ୍ଦ ମାଢିଙ୍କୁ ଘରୁ ଅପହରଣ କରି ନେଇଥିଲେ। ଆନନ୍ଦକୁ ପ୍ରଜାକୋର୍ଟରେ ହାଜର କରାଯାଇଥିଲା। ଆନନ୍ଦ ପୁଲିସ ଇନଫର୍ମର ବୋଲି ନକ୍ସଲ ପ୍ରଜାକୋର୍ଟରେ ଆନନ୍ଦକୁ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ଆନନ୍ଦକୁ ନିସ୍ତୁକ … Continue reading ନିର୍ବାଚନ ପୂର୍ବରୁ ହିଂସା : ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରି ଜାଳିଦେଲେ ନକ୍ସଲ